24.1 C
Bhubaneswar
Thursday, November 26, 2026
Homeଦେଶ ବିଦେଶଆମ ସମ୍ବିଧାନକୁ ସୁଦୃଢ଼ କରିବାର ପ୍ରତିବଦ୍ଧତା

ଆମ ସମ୍ବିଧାନକୁ ସୁଦୃଢ଼ କରିବାର ପ୍ରତିବଦ୍ଧତା

ନୂଆଦିଲ୍ଲୀ:  ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ, ସମ୍ବିଧାନ ସଭା ଆମ ସମ୍ବିଧାନକୁ ଗ୍ରହଣ କରିଥିଲା। ଆଜି ଆମେ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର ବାବାସାହେବ ଆମ୍ବେଦକର ଏବଂ ସମ୍ବିଧାନ ସଭାର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ମରଣ କରୁଛୁ। ସେମାନେ ଭାରତର ସମୃଦ୍ଧ ପରମ୍ପରା ଏବଂ ସଭ୍ୟତାଗତ ଜ୍ଞାନରୁ ପ୍ରେରଣା ନେଇ ଏକ ଆଧୁନିକ ସମ୍ବିଧାନ ପ୍ରସ୍ତୁତ କରିଥିଲେ । ଏହା ହିଁ ଥିଲା ସେମାନଙ୍କର ମହାନତା।

ଅନେକ ଧର୍ମ, ଭାଷା, ରୀତିନୀତି ଏବଂ ବିଚାରଧାରା ଥିବା ଭାରତ ଭଳି ଏକ ବିବିଧତାପୂର୍ଣ୍ଣ ଦେଶରେ ସମ୍ବିଧାନର ପ୍ରଭାବ କେବଳ ସଂସଦ ଓ ନ୍ୟାୟାଳୟ ମଧ୍ୟରେ ସୀମିତ ନ ରହି ଆହୁରି ଅଧିକ ବିସ୍ତାରିତ ହେବା ଅତ୍ୟନ୍ତ ଜରୁରୀ । ଆମ ନାଗରିକ, ବିଶେଷ କରି ଯୁବପିଢ଼ିଙ୍କ ସାମୂହିକ ଚେତନା ସହ ଏହାର ସମ୍ପର୍କକୁ ଅଧିକ ଗଭୀର କରିବା ଏବଂ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆବଶ୍ୟକ ଏକତା ଭାବନାକୁ ମଜବୁତ କରିବା ଲାଗି ଆମେ ନିରନ୍ତର ପ୍ରୟାସ କରିଆସୁଛୁ । ସେଥିପାଇଁ ଗୋଟିଏ ଦଶନ୍ଧି ପୂର୍ବରୁ ହିଁ ଆମ ସରକାର ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରିବା ଲାଗି ନିଷ୍ପତ୍ତି ନେଇଥିଲା।

ମୋ ଭଳି କୋଟି କୋଟି ଭାରତୀୟଙ୍କ ପାଇଁ ଭାରତର ସମ୍ବିଧାନ ଆମ ଜୀବନଯାତ୍ରାର ଏକ ଅଭିନ୍ନ ଅଙ୍ଗ । ମୋ ପିଲା ଦିନ, ମୁଁ ଯେଉଁ ସାଧାରଣ ପରିସ୍ଥିତିରେ ବଡ଼ ହୋଇଛି ଏବଂ ଦୈନନ୍ଦିନ ଜୀବନର ସଂଘର୍ଷକୁ ସ୍ମରଣ କଲେ, ସମ୍ବିଧାନ ପ୍ରତି ମୋ ମନରେ ଗଭୀର କୃତଜ୍ଞତା ଭାବନା ଜାଗ୍ରତ ହୋଇଥାଏ। ଗୋଟିଏ ସାଧାରଣ ପରିବାରରେ ଜନ୍ମିତ ପିଲାଟିଏ, ଯାହାକୁ ଜନ୍ମରୁ କୌଣସି ବିଶେଷ ସୁବିଧା କିମ୍ବା ଲାଭ ମିଳିନଥିଲା, ସେ ଦିନେ ଦୁନିଆର ସବୁଠୁ ବଡ଼ ଗଣତନ୍ତ୍ରର ସେବା କରିବା ଲାଗି ଦାୟିତ୍ୱ ପାଇ ପାରିବ, ଏହା ଅବିଶ୍ୱାସ ଲାଗୁଥିଲେ ବି ଆମ ସମ୍ବିଧାନରେ ଥିବା ଅସାଧାରଣ ଶକ୍ତି କାରଣରୁ ସମ୍ଭବ ହୋଇପାରିଛି । ଆମ ସମ୍ବିଧାନର ଶକ୍ତି ବଳରେ ହିଁ ଜଣେ ବ୍ୟକ୍ତିଙ୍କ ଜନ୍ମଗତ ପରିସ୍ଥିତି ଆଉ ତା’ ଭବିଷ୍ୟତର ସୀମା ନିର୍ଦ୍ଧାରଣ କରୁନାହିଁ ।

ଆମର ନମ୍ର ପ୍ରୟାସ ମାଧ୍ୟମରେ, ଆମେ ଆମ ସମ୍ବିଧାନକୁ ସୁଦୃଢ଼ ​​କରି ଏହି କୃତଜ୍ଞ ତାର ଋଣ ପରିଶୋଧ କରିବାକୁଚେଷ୍ଟା କରିଛୁ। ବିଶିଷ୍ଟ ସମ୍ବିଧାନ ବିଶେଷଜ୍ଞ ଗ୍ରାନଭିଲ୍ଅଷ୍ଟିନ୍ଆମସମ୍ବିଧାନକୁ “ସର୍ବପ୍ରଥମେ ଏବଂ ମୁଖ୍ୟତଃ ଏକ ସାମାଜିକ ଦସ୍ତାବିଜ ”ବୋଲି ବର୍ଣ୍ଣନା କରିଛନ୍ତି। ସାମାଜିକ ଓ ଆର୍ଥିକନ୍ୟାୟପାଇଁଉଦ୍ୟମଆମସମ୍ବିଧାନରମୂଳଆଧାରରେସମାହିତହୋଇରହିଛି।ତେଣୁ, ଆମ ସମ୍ବିଧାନ ନିର୍ମାତାମାନଙ୍କର ଏହିବହୁମୂଲ୍ୟ ସ୍ୱପ୍ନକୁ ସାକାର କରିବା ଦିଗରେ ପ୍ରୟାସ କରିବାଠାରୁ ଅଧିକ ସନ୍ତୋଷଜନକ ଆଉ କ’ଣ ହୋଇପାରେ ପ୍ରାୟ ୫୦କୋଟି ଭାରତୀୟ ଦାରିଦ୍ର୍ୟରୁ ମୁକ୍ତି ପାଇଥିବା ବିଶ୍ୱବ୍ୟାଙ୍କର ଏକ ସାମ୍ପ୍ରତିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।ଅନେକ ପିଢ଼ି ଧରି ଲାଗି ରହିଥିବା ଅଭାବରୁ ମୁକ୍ତି ପାଇ କୋଟିକୋଟି ପିତାମାତା ଏବେ ସେମାନଙ୍କ ପିଲାଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତର ସ୍ୱପ୍ନ ଦେଖିପାରୁଛନ୍ତି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୋଟିଏ ପରିବାର ଚାଳଛପରଘରୁପକ୍କାଘରକୁସ୍ଥାନାନ୍ତରିତହେଲେ ସମ୍ବିଧାନ ପ୍ରଦତ୍ତ ମର୍ଯ୍ୟାଦାପୂର୍ଣ୍ଣ ଜୀବନର ପ୍ରତିଶ୍ରୁତି ସାର୍ଥକହୋଇଥାଏ।

ଉଜ୍ଜ୍ୱଳା ଯୋଜନା ଜଣେ ମା’କୁ ଧୂଆଁ ଭର୍ତ୍ତି ରୋଷେଇ ଘରର କଷ୍ଟରୁ ମୁକ୍ତି ଦେଲେ, ଆମେ ଯଥାର୍ଥରେ ସମାନତା ଏବଂ ଜନକଲ୍ୟାଣର ଆଦର୍ଶକୁ ଆଗକୁ ବଢ଼ାଇଥାଉ।’ଆୟୁଷ୍ମାନ ଭାରତ’ ଏକ ଗରିବ ପରିବାରକୁ ଋଣର ଭୟ ବିନା ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପାଇବାର ସୁଯୋଗ ଦେଲେ ସାମାଜିକ ନ୍ୟାୟ ଏକ ବାସ୍ତବତାର ରୂପନିଏ।ମୁଦ୍ରା ଏବଂ ପିଏମ୍‌ ସ୍ୱନିଧି କ୍ଷୁଦ୍ର ଉଦ୍ୟୋଗୀ ଓ ରାସ୍ତାକଡ଼ ବିକ୍ରେତାମାନଙ୍କୁ ବିନାବନ୍ଧକରେ ଋଣପ୍ରଦାନ କଲେ ଆର୍ଥିକ ନ୍ୟାୟର ସ୍ୱପ୍ନ ସାକାର ହୋଇଥାଏ ।

ପୂର୍ବରୁ କେବଳ ବିଶେଷାଧିକାର ପ୍ରାପ୍ତ କିଛି ଲୋକଙ୍କ ମଧ୍ୟରେ ସୀମିତ ରହିଥିବା, ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଏବଂ ୟୁପିଆଇ ଭଳି ପ୍ଲାଟଫର୍ମ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚିଲେ ସମ୍ବିଧାନର ସମାବେଶୀ ଭାବନା ସାକାର ହୋଇଥାଏ।ଏହି ସାମ୍ବିଧାନିକ ଦୃଷ୍ଟିକୋଣର ଆହୁରି ଅନେକ ଅଭିବ୍ୟକ୍ତି ରହିଛି।ଆମେ ଆଣିଥିବା ସଂଶୋଧନ ଗୁଡ଼ିକର ତାଲିକାକୁ ମଧ୍ୟ ସେହି ଦୃଷ୍ଟିକୋଣରୁ ଦେଖାଯାଇପାରେ। ଜିଏସଟିରେ ଅଣାଯାଇଥିବା ୧୦୧ତମ ସଂସ୍କାର ବହୁପ୍ରତୀକ୍ଷିତ ଥିଲା ।୧୦୨ ତମସମ୍ବିଧାନସଂଶୋଧନ’ଜାତୀୟପଛୁଆବର୍ଗଆୟୋଗ’କୁସାମ୍ବିଧାନିକମାନ୍ୟତାପ୍ରଦାନକରିଛି । ଏହାସମାଜରଅବହେଳିତବର୍ଗଙ୍କଏକଦୀର୍ଘଦିନରସ୍ୱପ୍ନକୁପୂରଣକରିଛି ।୧୦୩ତମସଂଶୋଧନକୁବ୍ୟାପକସାମାଜିକସ୍ୱୀକୃତିମିଳିଛି।ଆର୍ଥିକଦୃଷ୍ଟିରୁଦୁର୍ବଳବର୍ଗକୁସଂରକ୍ଷଣପ୍ରଦାନକରିଏହାବର୍ତ୍ତମାନରସଂରକ୍ଷଣଢାଞ୍ଚାବାହାରେଥିବାସମ୍ପ୍ରଦାୟରଆର୍ଥିକଭାବରେପଛୁଆପରିବାରଗୁଡ଼ିକରଦୀର୍ଘଦିନଧରିଅଣଦେଖାକରାଯାଇଥିବାଆକାଂକ୍ଷାକୁପୂରଣ କରିଛି ।

୧୯୫୦ମସିହାପରଠାରୁପ୍ରଥମଥରପାଇଁଆମସମ୍ବିଧାନରଏକସଦ୍ୟତମସଂସ୍କରଣବର୍ତ୍ତମାନଅଷ୍ଟମଅନୁସୂଚୀରେଥିବାସମସ୍ତ୨୨ଟିଭାଷାରେଉପଲବ୍ଧହୋଇଛିଏହାଆମସମ୍ବିଧାନକୁଲୋକମାନଙ୍କନିକଟତରକରିଛି୧୯୫୦ମସିହାରେଆମସମ୍ବିଧାନଲାଗୁହେବାପରେମଧ୍ୟଆମେ୧୮୬୦ସମୟରୁ ଚାଲିଆସିଥିବାଔପନିବେଶିକଦଣ୍ଡସଂହିତାଦ୍ୱାରାପରିଚାଳିତହେଉଥିଲୁ।ଭାରତୀୟନ୍ୟାୟସଂହିତାମାଧ୍ୟମରେଆମେଆମରଫୌଜଦାରୀନ୍ୟାୟବ୍ୟବସ୍ଥାରେଏକମୌଳିକପରିବର୍ତ୍ତନଆଣିବାକୁପ୍ରୟାସକରିଛୁ ।ଏଥିରେକେବଳ‘ଦଣ୍ଡ’ଉପରେଗୁରୁତ୍ୱଦେବା ଲାଗିଔପନିବେଶିକଯୁଗରମନୋଭାବରୁବାହାରିନାଗରିକ-କୈନ୍ଦ୍ରିକ‘ନ୍ୟାୟ’ପ୍ରଦାନ ଆଭିମୁଖ୍ୟଉପରେଧ୍ୟାନଦିଆଯାଇଛି।ଗତଏକଦଶନ୍ଧିମଧ୍ୟରେଆମେନାଗରିକଙ୍କକର୍ତ୍ତବ୍ୟଉପରେବିଶେଷଗୁରୁତ୍ୱଦେଇଛୁ।ଆମସଭ୍ୟତାସର୍ବଦାସମାଜରେପ୍ରତ୍ୟେକଭୂମିକାସହଜଡ଼ିତଦାୟିତ୍ୱଗୁଡ଼ିକଉପରେଜୋର୍ଦେଇଆସିଛି।ସ୍ୱଚ୍ଛଭାରତଠାରୁଆରମ୍ଭକରିଜଳସଂରକ୍ଷଣଏବଂପରିବେଶସୁରକ୍ଷାପର୍ଯ୍ୟନ୍ତବିଭିନ୍ନଜନଆନ୍ଦୋଳନରେଏହିକର୍ତ୍ତବ୍ୟଭାବନାପ୍ରତିଫଳିତହୋଇଛି।ତେବେ, ଆଉ ଏକ ବାସ୍ତବତା ବିଷୟରେ ମୁଁ ଏଠାରେ କହିବାକୁ ଚାହୁଁଛି ।ଆମଇତିହାସରେଏପରିକିଛିସମୟଆସିଥିଲା, ଯେତେବେଳେସମ୍ବିଧାନରସୁରକ୍ଷାଦାୟିତ୍ୱରେଥିବାବ୍ୟକ୍ତିମାନେହିଁଏହାକୁଦୁର୍ବଳକରିବାକୁବାଛିନେଇଥିଲେ।ବିଡ଼ମ୍ବନାରବିଷୟହେଉଛି, ଏମାନେସେହିଲୋକଯେଉଁମାନଙ୍କୁଭାରତରେପାଞ୍ଚଦଶନ୍ଧିଧରିଶାସନକରିବାରସୁଯୋଗମିଳିଥିଲା।

ଚଳିତ ବର୍ଷ, ୧୯୫୧ ମସିହାରେ ହୋଇଥିବା ପ୍ରଥମ ସାମ୍ବିଧାନିକ ସଂଶୋଧନର ୭୫ ବର୍ଷ ପୂରଣ ହୋଇଛି । ସେତେବେଳେ ଦେଶରେ ଏପରି ଏକ ସରକାର ଥିଲା ଯାହାକୁ ନାଗରିକମାନେ ନିର୍ବାଚିତ କରିନଥିଲେ । ସେହି ସରକାର ଅନ୍ତରୀଣ ସଂସଦରେ ଥିବା ନିଜର ବହୁମତକୁ ବ୍ୟବହାର କରି ନାଗରିକଙ୍କ ମୌଳିକ ଅଧିକାରକୁ ଛଡ଼େଇ ନେଇଥିଲା । ଏହି ସଂଶୋଧନ ଦେଶର ପ୍ରଥମ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ କରାଯାଇଥିଲା। ତେଣୁ, ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ଏବଂ ବିରୋଧ କରୁଥିବା ଲୋକଙ୍କ ସ୍ୱରକୁ ଚାପିଦେବାତତ୍କାଳୀନ ସରକାରଙ୍କ ଉଦ୍ଦେଶ୍ୟ ଥିଲା ବୋଲି ଏଥିରୁ ସ୍ପଷ୍ଟ ହେଉଛି । ସେହିପରି ଜରୁରୀକାଳୀନ ପରିସ୍ଥିତି ସମୟରେ କରାଯାଇଥିବା ୪୨ତମ ସମ୍ବିଧାନ ସଂଶୋଧନକୁ ମଧ୍ୟ ୫୦ ବର୍ଷ ପୂରଣ ହେଉଛି ।ଏହାନ୍ୟାୟିକସମୀକ୍ଷାକୁସଙ୍କୁଚିତକରିଥିଲା ​​ଏବଂସଂସ୍ଥାଗତକ୍ଷମତାରସନ୍ତୁଳନକୁମୌଳିକଭାବରେପରିବର୍ତ୍ତନକରିଥିଲା।୩୮ତମଏବଂ୩୯ତମସଂଶୋଧନଅଧ୍ୟୟନକରିବାକୁମଧ୍ୟ ମୁଁ ଯୁବପିଢ଼ିଙ୍କୁ ଅନୁରୋଧ କରିବି । ଗୋଟିଏ କ୍ଷମତା ଲୋଭୀଏବଂସମ୍ବିଧାନବିରୋଧୀନେତୃତ୍ୱକ’ଣକରିପାରିବତାହାଏଥିରୁ ସ୍ପଷ୍ଟ ହୋଇଥାଏ ।

ନିର୍ବାଚିତରାଜ୍ୟସରକାରମାନଙ୍କୁବରଖାସ୍ତକରିବାପାଇଁଧାରା୩୫୬ରବାରମ୍ବାରଅପବ୍ୟବହାରଏକଚିନ୍ତାଜନକଅଧ୍ୟାୟସୃଷ୍ଟିକରିଥିଲା ।ଗୋଟିଏରାଜନୈତିକଦଳନାମରେଧାରା୩୫୬କୁପ୍ରାୟଶହେଥରଲାଗୁକରିବାରଏକଅପକୀର୍ତ୍ତିପୂର୍ଣ୍ଣରେକର୍ଡରହିଛିଏବଂଜଣେପୂର୍ବତନପ୍ରଧାନମନ୍ତ୍ରୀଏହିକ୍ଷେତ୍ରରେଅର୍ଦ୍ଧଶତକପୂରଣକରିଛନ୍ତି।

ସମଗ୍ରଭାରତରେସମ୍ବିଧାନକୁ ଏହାର ମୂଳ ସ୍ୱରୂପଏବଂମୂଳଭାବନାଅନୁଯାୟୀକାର୍ଯ୍ୟକାରୀକରାଯିବ ବୋଲି ଆମସମ୍ବିଧାନରପ୍ରଣେତାମାନେଆଶାକରିଥିଲେ।କିନ୍ତୁ, ୭୦ବର୍ଷରୁଅଧିକସମୟଧରିଧାରା୩୭୦ଏବଂ୩୫-ଏଯୋଗୁଁଜମ୍ମୁଓକଶ୍ମୀରରେସମ୍ପୂର୍ଣ୍ଣସମ୍ବିଧାନଲାଗୁହୋଇପାରିନଥିଲା ।ଫଳସ୍ୱରୂପ, ସେଠାକାର ଅନୁସୂଚିତଜାତି, ଅନୁସୂଚିତଜନଜାତି, ଅନ୍ୟାନ୍ୟପଛୁଆବର୍ଗସମ୍ପ୍ରଦାୟଏବଂମହିଳାମାନଙ୍କଅଧିକାରକ୍ଷୁଣ୍ଣହୋଇଥିଲା।କେବଳ୨୦୧୯ରେଯାଇଏହିଐତିହାସିକଭୁଲରସୁଧାରକରାଯାଇପାରିଲା।ବହୁ ଦଶନ୍ଧିଧରିଭାରତରବିଭିନ୍ନକ୍ଷେତ୍ରରେ, ବିଶେଷକରିଆଦିବାସୀଅଞ୍ଚଳଗୁଡ଼ିକରେ, ନକ୍ସଲମାନେବନ୍ଧୁକ ମୁନରେଅତିଗରିବଲୋକମାନଙ୍କୁସେମାନଙ୍କରସାମ୍ବିଧାନିକଅଧିକାରରୁବଞ୍ଚିତକରିରଖିଥିଲେ।ଚଳିତବର୍ଷନକ୍ସଲବାଦରସଫଳବିଲୋପବିଶେଷଭାବରେଖୁସିର ବିଷୟ।ଏହାଦ୍ୱାରାସବୁଠାରୁଦରିଦ୍ରଲୋକମାନେମଧ୍ୟଏବେ ନିର୍ଭୟରେନିଜରସାମ୍ବିଧାନିକଅଧିକାରଉପଭୋଗକରିପାରୁଛନ୍ତି ।ଏବେକେବଳ‘ଦିମାଗି ନକ୍ସଲ’ ଅଛନ୍ତି, ଯେଉଁମାନେବର୍ତ୍ତମାନରବାସ୍ତବତାଠାରୁବହୁଦୂରରେଥାଇମଧ୍ୟଆମରବିକାଶଯାତ୍ରାରେ ବାଧାଦେବା ଲାଗିନିରନ୍ତରପ୍ରୟାସଜାରିରଖିଛନ୍ତି।ସବୁଠାରୁ ବଡ଼ ବିରୋଧୀ ଦଳ ଓବିସି ସଂରକ୍ଷଣକୁ ହ୍ରାସ କରି ମୁସଲମାନଙ୍କ ପାଇଁ ସଂରକ୍ଷଣ ଆଣିବାକୁ ଚାହିଁବା ଅତି ଚିନ୍ତାର ବିଷୟ ।ଆମସମ୍ବିଧାନନିର୍ମାତାମାନେ, ବିଶେଷକରିଡ. ବାବାସାହେବଆମ୍ବେଦକର ଏହାରସମ୍ପୂର୍ଣ୍ଣବିରୋଧୀ ଥିଲେ।

ଆମସମ୍ବିଧାନରଯାତ୍ରାସେହିଅସାଧାରଣମହିଳାମାନଙ୍କୁସ୍ୱୀକୃତିନଦେଲେଅସମ୍ପୂର୍ଣ୍ଣରହିଯିବ,ଯେଉଁମାନେଏହାରଗଠନରେସହାୟକହୋଇଥିଲେ।କିନ୍ତୁଚଳିତବର୍ଷଆରମ୍ଭରେଯାହାଘଟିଲା, ତାହାଅତି ଲଜ୍ଜାଜନକ ବିଷୟ ।ବୈଧାନିକସଂସ୍ଥାଗୁଡ଼ିକରେମହିଳାମାନଙ୍କୁଉପଯୁକ୍ତପ୍ରତିନିଧିତ୍ୱପ୍ରଦାନକରିବାଲକ୍ଷ୍ୟରେଅଣାଯାଇଥିବାଏକବିଧେୟକକୁଗୋଟିଏବିରୋଧୀଦଳଗୃହୀତହେବାକୁଦେଲାନାହିଁ ।ଏହାପୁଣିଥରେସାମ୍ବିଧାନିକମୂଲ୍ୟବୋଧପ୍ରତିସେମାନଙ୍କରଅବଜ୍ଞାକୁପ୍ରଦର୍ଶିତକଲା।ମୁଁଭାରତର’ନାରୀଶକ୍ତି’ଙ୍କୁନିଶ୍ଚିତକରିବାକୁଚାହେଁଯେ, ସେମାନଙ୍କୁନ୍ୟାୟପ୍ରଦାନକରିବାଦିଗରେଆମକୁକୌଣସିଶକ୍ତିଅଟକାଇପାରିବନାହିଁ।

ଆମସାମ୍ବିଧାନିକଗଣତନ୍ତ୍ରରେବିରୋଧୀଦଳରଏକସ୍ପଷ୍ଟରୂପେ ପରିଭାଷିତଭୂମିକାରହିଛି।ଦୁଃଖରବିଷୟ, ପ୍ରମୁଖବିରୋଧୀଦଳ ବିରୋଧ ପକ୍ଷ ହେବା ପରିବର୍ତ୍ତେ ଏକ ଅବରୋଧ ପକ୍ଷପାଲଟିଯାଇଛି। ଗଣତାନ୍ତ୍ରିକପ୍ରକ୍ରିୟାରେବାଧାସୃଷ୍ଟି କରିବା ସାମ୍ବିଧାନିକଦାୟିତ୍ୱନିର୍ବାହରବିକଳ୍ପନୁହେଁ ବୋଲି ସେମାନେ ଜାଣିବା ଉଚିତ୍‌ ।ଆଜିଭାରତଏକନିର୍ଣ୍ଣାୟକମୋଡ଼ରେଛିଡ଼ାହୋଇଛି।୨୦୪୭ସୁଦ୍ଧାବିକଶିତଭାରତଗଠନଦିଗରେଆମେକାର୍ଯ୍ୟକରୁଥିବାବେଳେଦୁଇଟିସରଳକିନ୍ତୁଶକ୍ତିଶାଳୀନୀତିଆମରସାମୂହିକପ୍ରୟାସକୁଦିଗଦର୍ଶନଦେଇପାରିବ । ପ୍ରଥମ ନୀତି ହେଉଛି ‘ଇଣ୍ଡିଆ ଫର୍ଷ୍ଟ’ (ଭାରତ ପ୍ରଥମ) ଚିନ୍ତାଧାରା ଏବଂ ଦ୍ୱିତୀୟଟି ହେଉଛି କର୍ତ୍ତବ୍ୟ ଭାବନା ନେଇ କାମ କରିବା । ଏହି ଦୁଇଟି ନୀତିକୁଆମରମାର୍ଗଦର୍ଶକଭାବେଗ୍ରହଣକରିଏବଂସମ୍ବିଧାନକୁଆମଶକ୍ତିରଉତ୍ସଭାବେମାନିଆମେଆଗାମୀପିଢ଼ିପାଇଁଏକଉଜ୍ଜ୍ୱଳଭବିଷ୍ୟତସୁନିଶ୍ଚିତକରିପାରିବା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking