26.1 C
Bhubaneswar
Wednesday, November 4, 2026
Homeଓଡିଶାମୋହନଙ୍କୁ ନବୀନଙ୍କ କୋଟିଆ ଚିଠି

ମୋହନଙ୍କୁ ନବୀନଙ୍କ କୋଟିଆ ଚିଠି

ଭୁବନେଶ୍ୱର: କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ୨୦୨୪ ବିଜେପି ଇସ୍ତାହାର ମନେ ପକାଇ ଚିଠି ଲେଖିଲେ ନବୀନ । ଇସ୍ତାହାରର ପ୍ରତିଶ୍ରୁତି ଅନୁଯାୟୀ, କୋଟିଆର ସମାଧାନ କର । କେନ୍ଦ୍ର ଓ ଆନ୍ଧ୍ର ସରକାର ସହ ଉଚ୍ଚ ସ୍ତରୀୟ ଆଲୋଚନା କରାଯାଉ । ଉଭୟ ଆନ୍ଧ୍ର ଓ ଓ ଡିଶାରେ ଏନଡିଏ ସରକାର ଅଛି । ଓଡିଶାର ଅଖଣ୍ଡତା ରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ । ଓଡିଶା କଥା ଚିନ୍ତା ନକରି ଆନ୍ଧ୍ର ଜବରଦସ୍ତ ନିର୍ବାଚନ କରୁଛି । ପୂର୍ବରୁ ବି କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking