31.1 C
Bhubaneswar
Wednesday, November 4, 2026
Homeଓଡିଶାଗଞ୍ଜାମ ଗସ୍ତରେ ଯିବେ ନବୀନ

ଗଞ୍ଜାମ ଗସ୍ତରେ ଯିବେ ନବୀନ

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ବିରୋଧୀଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଗସ୍ତରେ ଯିବେ। ଜିଲ୍ଲାରେ ଘଟିଥିବା ପ୍ରଳୟଙ୍କାରୀ ବାତ୍ୟା ଓ ବନ୍ୟାର ତାଣ୍ଡବରେ ମାଟିରେ ମିଶିଯାଇଥିବା ଗଞ୍ଜାମ ବୁଲିବେ।୭ତାରିଖରେ ୪ଟି ବ୍ଲକ ବୁଲି ଲୋକମାନଙ୍କ ସହ କଥା ହେବେ। ଏହି ବ୍ଲକଗୁଡିକ ମଧ୍ୟରେ ରହିଛି ହିଞ୍ଜିଳି, ଶେରଗଡ, ଆସିକା, ସୋରଡ।। ନବୀନ ପଟ୍ଟନାୟକ ନିଜ ବିଧାନସଭା ଓ ଲୋକସଭାର ଦୁର୍ଦ୍ଦିନରେ ଆସୁନଥିବା ଅଭିଯୋଗ କରି ବିଜେପି କଟାକ୍ଷ କରୁଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ମଧ୍ୟ ଉକ୍ତ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ। ଏହାସହ ଗଞ୍ଜାମରେ ନବୀନ ପଟ୍ଟନାୟକ ମିସିଂ ବୋଲି ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking