ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁଣି ଓଡିଶା ଗସ୍ତ ବାତିଲ । ରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ନେଇ ରାଇରଙ୍ଗପୁର ଏଡିଏମ ସୂଚନା ଦେଇଛନ୍ତି । ୩ ତାରିଖରୁ ୩ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଥିଲା। ପୂର୍ବରୁ ୨୮ ତାରିଖରେ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଥିଲା । ବାତ୍ୟା ପାଇଁ ବାତିଲ ହୋଇଥିଲା ଓଡିଶା ଗସ୍ତ କାର୍ଯ୍ୟକ୍ରମ ।









