32.1 C
Bhubaneswar
Friday, October 23, 2026
Homeଓଡିଶା୨୮ରେ ଆନ୍ଧ୍ର-ଓଡିଶା ଉପକୂଳ ଛୁଇଁବ ବାତ୍ୟା !

୨୮ରେ ଆନ୍ଧ୍ର-ଓଡିଶା ଉପକୂଳ ଛୁଇଁବ ବାତ୍ୟା !

ଭୁବନେଶ୍ୱର: ଆସୁଛି ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ। ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର। ଆସନ୍ତା ୨୬ରେ ବାତ୍ୟା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଆସନ୍ତାକାଲି ସଦୃଶ୍ୟ ଲଘୁଚାପର ରୂପ ନେଇପାରେ । ୨୫ ତାରିଖରେ ଗଭୀର ଅବପାତର ରୂପ ନେବାର ସମ୍ଭାବନା ଅଛି । ଅବପାତଟି ଅଧିକ ଶକ୍ତିଶାଳୀ ହୋଇ ଅକ୍ଟୋବର ୨୬ ତାରିଖରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଇଛି ।

ସେହିପରି ICON ମଡେଲ ବି ଆନ୍ଧ୍ରରେ ପ୍ରଭାବକୁ ଦର୍ଶାଉଛି । ବିଶେଷକରି ବିଶାଖାପାଟଣା ନିକଟରେ ଅଧିକ ପ୍ରଭାବ ନେଇ ଦର୍ଶାଉଛି ICON ମଡେଲ । ତେବେ ECMWF ମଡେଲ୍‌ରେ ସମ୍ଭାବ୍ୟ ବାତ୍ୟା ହେଲେ ଓଡ଼ିଶା ବି ବର୍ଷା ଅଧିକ ହୋଇପାରେ ବୋଲି କୁହାଯାଉଛି । ବିଶେଷକରି ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଉପରେ ପ୍ରଭାବ ପଡ଼ିପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking