26.1 C
Bhubaneswar
Thursday, October 22, 2026
Homeଓଡିଶାଖରିଆର ରୋଡ୍‌ରେ ଯୁବକଙ୍କୁ ଛୁରାମାଡ଼

ଖରିଆର ରୋଡ୍‌ରେ ଯୁବକଙ୍କୁ ଛୁରାମାଡ଼

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିବାର ଖବର ମିଳିଛି। ଅଭିଯୁକ୍ତଙ୍କୁ ଧରିବା ଦାବିରେ ରାସ୍ତାରୋକ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ରାବଣପୋଡ଼ି ସମୟରେ କୌଣସି କାରଣରୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରିଥିଲେ। ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି। ତେଣେ ଅଭିଯୁକ୍ତଙ୍କୁ ଧରିବା ଦାବିରେ ରାସ୍ତାରୋକ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking