24.1 C
Bhubaneswar
Thursday, October 22, 2026
Homeଓଡିଶାବିଜୟାଦଶମୀରେ ଭକ୍ତିମୟ ପରିବେଶ

ବିଜୟାଦଶମୀରେ ଭକ୍ତିମୟ ପରିବେଶ

ଭୁବନେଶ୍ୱର: ଆଜି ପବିତ୍ର ବିଜୟାଦଶମୀ, ଅସତ୍ୟ ଉପରେ ସତ୍ୟର ବିଜୟକୁ ନେଇ ଏ ମହାପର୍ବ । ମହାମାୟୀ ମା’ ଦୁର୍ଗା ଆଜିର ଦିନରେ ମହିଷାସୁରକୁ ବଧ କରି ଧରାଧାମକୁ ପାପଭାରରୁ ମୁକ୍ତି କରିଥିଲେ । ସେହିପରି ତ୍ରେତୟା ଯୁଗରେ ଆଜିର ଦିନରେ ମା ଦୁର୍ଗାଙ୍କ ଆର୍ଶୀବାଦ ନେଇ ପ୍ରଭୁ ଶ୍ରୀରାମ ଦଶାନନ ରାବଣର ବଧ କରିଥିଲେ । ଯାହାକୁ ନେଇ ବିଜୟାଦଶମୀରେ ବିଜୟ ଉତ୍ସବ ପାଳନ କରାଯାଇଥିଲା ।ପୂଜା ମଣ୍ଡପରୁ ନେଇ ଚତୁର୍ଦିଗ ବେଦ, ମନ୍ତ୍ର, ଶଙ୍ଖ ନାଦ ଓ ଘଣ୍ଟା ଘଣ୍ଟାରେ କମ୍ପୁଛି । ସୋମବାର ଶକ୍ତିପୀଠଗୁଡିକରେ ଜଗତଜନନୀ ମା’ ଦୁର୍ଗାଙ୍କର ଦଶମୀପୂଜା ହୋଇଥିବା ବେଳେ ଆଜି ମଣ୍ଡପ ଗୁଡିକରେ ଦଶମୀପୂଜା ଆରମ୍ଭ ହୋଇଯାଇଛି । ଏହିକ୍ରମରେ ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ବିଜୟାଦଶମୀ ନୀତି। ସୁନାବେଶ ବା ରାଜରାଜଶ୍ୱେର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୂର୍ଦ୍ଧାମୂର୍ତ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking