31.1 C
Bhubaneswar
Tuesday, October 20, 2026
Homeଓଡିଶାନଦୀରେ ବୁଡ଼ିଗଲେ ୩ ଯୁବକ

ନଦୀରେ ବୁଡ଼ିଗଲେ ୩ ଯୁବକ

କେନ୍ଦ୍ରାପଡ଼ା: ନଦୀରେ ବୁଡ଼ିଗଲେ ୩ ଯୁବକ। କେନ୍ଦ୍ରାପଡା ଲୁଣା ନଦୀରେ ବୁଡ଼ିଗଲେ ୩ ଯୁବକ। ଓଡ୍ରାଫ ଟିମ୍ ପକ୍ଷରୁ ଯୁବକଙ୍କୁ ଖୋଜାଖୋଜି ଜାରି ରହିଛି lଖବର ଅନୁଯାୟୀ, ମଙ୍ଗଳବାର ଦିନ ଲୁଣା ନଦୀର ଦାନପୁର ବାଲିଘାଟରେ ଗାଧୋଇବାକୁ ଯାଇଥିଲେ ୩ ଯୁବକ । ଗାଧୋଉଥିବା ସମୟରେ ୩ ଯୁବକ ନିଖୋଜ ହୋଇଯାଇଛନ୍ତି l ଦିନ ୧୧ ବେଳେ ସ୍ଥାନୀୟ ଗହଗା ଗାଁର ୫ ଜଣ ଯୁବକ ଗାଧୋଇବାକୁ ଯାଇଥିଲେ l ଚୋରା ବାଲିରେ ପାଦ ଫଶି ଯିବାରୁ ୩ ଜଣ ଯୁବକ ପାଣିରେ ବୁଡି ଯାଇଥିଲେ lତେବେ ବୁଡି ଯାଇ ନିଖୋଜ ଥିବା ଯୁବକ ମାନେ ହେଲେ ହିମାଂଶୁ ପରିଡା, ଆଶିଷ ଶତପଥୀ ଓ ସବ୍ୟସାଚୀ ସ୍ଵାଇଁ l ଓଡ୍ରାଫ ଟିମ୍ ପକ୍ଷରୁ ଯୁବକଙ୍କୁ ଖୋଜାଖୋଜି ଜାରି ରହିଛି l ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking