27.1 C
Bhubaneswar
Monday, October 19, 2026
Homeଓଡିଶାପୁଅକୁ କୁରାଢ଼ୀରେ ହାଣିଲା ବାପା

ପୁଅକୁ କୁରାଢ଼ୀରେ ହାଣିଲା ବାପା

ପୁରୀ: ମାଆର ଶ୍ରାଦ୍ଧ ଦିବସରେ ପୁଅକୁ କୁରାଢ଼ୀରେ ହାଣିଲା ବାପା । ପୁରୀ ବଳଙ୍ଗା ଚୋରପଡା ଗାଁରେ ଅଭାବନୀୟ ଘଟଣା । ପୁଅ ସୋମନାଥ ମହାରଣାଙ୍କୁ ବାପା ରାମଚନ୍ଦ୍ର ମହାରଣା କୁରାଢ଼ୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ପୁଅ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ବଳଙ୍ଗା ପୁଲିସ ଅଭିଯୁକ୍ତ ବାପାକୁ ଅଟକ ରଖି ଛାନଭିନ୍ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking