ଭୁବନେଶ୍ୱର: ଭୁବନେଶ୍ବରର ବକ୍ସି ଜଗବନ୍ଧୁ ବିନାୟକ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଜଧାନୀ କଲେଜ ଏବଂ ଜୟଦେବ କଲେଜରେ ଏବିଭିପିର ବିଜୟ ହୋଇଛି। ବିଜେବି କଲେଜରେ ସଭାପତି ପଦ ହାସଲ କଲେ ଆର୍ଯ୍ୟନ ମହାପାତ୍ର । ସେହିପରି ରାଜଧାନୀ କଲେଜରେ ସଭାପତି ପଦ ହାସଲ କଲେ ଅବିନାଶ ପାଢୀ ।