କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସଭାପତି ଭାବେ ବିଶ୍ୱଜିତ ସାହୁ ବିଜୟୀ ହୋଇଛନ୍ତି । ସେହିପରି କଟକସ୍ଥିତ ଶୈଳବାଳା ମହାବିଦ୍ୟାଳୟରେ ସ୍ବାଧୀନ ପ୍ରାର୍ଥୀ ପାରମିତା ନାୟକ ସଭାପତି ହୋଇଛନ୍ତି।କଟକସ୍ଥିତ ଖ୍ରୀଷ୍ଟ କଲେଜରେ ସ୍ବାଧୀନ ପ୍ରାର୍ଥୀ ସଭାପତି ପଦ ହାତେଇଛନ୍ତି। ଏଠାରେ ଦୀପକ ମୁଣ୍ଡା ବିଜୟୀ ହୋଇଛନ୍ତି।










