କୋରାପୁଟ: କୋରାପୁଟ ସୁନାବେଡା ହାଲକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଂଶଂସା କରିଛନ୍ତି । ସନାକୁ ମଜଭୁତ କରିବାରେ ହାଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ପଛରେ ଅଛି ଅନେକ ପିଢିର ଯନ୍ତ୍ରୀ, ବୈଜ୍ଞାନିକ ଓ କର୍ମଚାରୀଙ୍କ ନିଷ୍ଠା । ପ୍ରଯୁକ୍ତି ବିଦ୍ୟାକୁ ଆହୁରି ସୁଦୃଢ କରିବାକୁ ହେବ କହିଲେ ରାଜନାଥ ସିଂହ ।










