28.1 C
Bhubaneswar
Monday, September 21, 2026
Homeଓଡିଶାଏମଏମଡିଆର ବିଲ୍‌ ପ୍ରତ୍ୟାହାର ଦାବି: ଇଣ୍ଡି ମେଣ୍ଟର ବିଶାଳ ସମାବେଶ

ଏମଏମଡିଆର ବିଲ୍‌ ପ୍ରତ୍ୟାହାର ଦାବି: ଇଣ୍ଡି ମେଣ୍ଟର ବିଶାଳ ସମାବେଶ

ଭୁବନେଶ୍ୱର : ଏମଏମଡିଆର ବିଲ୍‌ ପ୍ରତ୍ୟାହାର ଦାବିରେ ରାୟଗଡ଼ାରେ ଇଣ୍ଡି ମେଣ୍ଟର ବିଶାଳ ସମାବେଶ । କପିଳାଶ ଛକରୁ ବାହାରିଥିଲା ବିଶାଳ ରାଲି । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ଦେବେ ଆନ୍ଦୋଳନକାରୀ । ସମାବେଶରେ ପ୍ରାୟ ୨୫ରୁ ୩୦ ହଜାର ଲୋକ ସାମିଲ ହୋଇଥିବା ଦାବି କରାଯାଇଛି ।ସମାବେଶରେ ପିସିସି ସଭାପତି ଭକ୍ତଚରଣ ଦାସ, ଏଆଇସିସି ପ୍ରଭାରୀ ଲାଲଜୀ ଦେଶାଇ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ଜୟଦେବ ଜେନା ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହ ବିଭିନ୍ନ ଦଳର ନେତା ଓ କର୍ମୀ ସାମିଲ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking