29.1 C
Bhubaneswar
Wednesday, September 9, 2026
Homeଓଡିଶାବାଙ୍କୀରେ ମର୍ମନ୍ତୁଦ ଦୁର୍ଘଟଣା: ରାସ୍ତା ତଳକୁ ଖସିଲା ହାଇୱା

ବାଙ୍କୀରେ ମର୍ମନ୍ତୁଦ ଦୁର୍ଘଟଣା: ରାସ୍ତା ତଳକୁ ଖସିଲା ହାଇୱା

ବାଙ୍କୀ : ବାଙ୍କୀ କଇଁମୁଣ୍ଡି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ଭାରସାମ୍ୟ ହରାଇ ପ୍ରଥମେ ପାଞ୍ଚୋଟି ଗଛ ରେ ପିଟି ହେବା ପରେ ରାସ୍ତା ତଳକୁ ଖସିପଡ଼ିଲା ହାଇବା ଟ୍ରକ , ଅଳ୍ପକେ ବର୍ତିଲେ ଗାଡ଼ି ଚାଳକ । ସୁଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ତ୍ରିଶୂଳିଆ ରୁ ତିଗିରିଆ ଅଞ୍ଚଳକୁ ଚିପ୍ସ ଗୋଡି ଆଣିବାକୁ ଯାଉଥିବା ବେଳେ କଇଁମୁଣ୍ଡି ଛକ ନିକଟରେ ହଠାତ ଡ୍ରାଇଭର ଜଣକ ପ୍ରଥମେ ରାସ୍ତା କଡରେ ଥିବା ବଡ଼ ବଡ଼ ଗଛରେ ଧକ୍କା ଦେବା ପରେ ରାସ୍ତା ତଳକୁ ଖସି ଯାଇଥିଲା ।ଫଳରେ ହାଇବା ଟ୍ରକର ସାମ୍ନା ପଟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା  ବେକେ ଡ୍ରାଇଭର ଆହତ ହୋଇଥିବା ତଗିବା ସୂଚନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking