29.1 C
Bhubaneswar
Wednesday, September 9, 2026
Homeଓଡିଶାପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା

ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା

ଗଞ୍ଜାମ: ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା । ଗଞ୍ଜାମ ଆସିକା ପଞ୍ଚାୟତ ସମିତି ବୈଠକରେ ବିଧାୟକଙ୍କ ଉପସ୍ଥିତିରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ହୋହଲ୍ଲା , ପାଟିତୁଣ୍ଡ । ବିଧାୟକ ଗୋଷ୍ଠୀ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ଉନ୍ନୟନମୂଳକ କାମ ଠପ ଅଭିଯୋଗରେ ବିରୋଧୀମାନେ ହୋହଲ୍ଲା କରିଥିଲେ । ବର୍ଷେରୁ ଉର୍ଦ୍ଧ୍ୱ ସମୟ ବୈଠକ ନ ହେବାରୁ ଉନ୍ନୟନ ମୂଳକ କାମ ବନ୍ଦ ପଡିଥିବା ଅଭିଯୋଗ ହୋଇଛି । ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking