ପୁରୀ: ଶ୍ରୀମନ୍ଦିରରେ ବଡ ମହାସ୍ନାନ । ଘଣ୍ଟାଏ ଧରି ବନ୍ଦ ରହିବ ଦର୍ଶନ । ସାଢେ ୨ ଟାରେ ଦର୍ଶନ କରିବେ ଭକ୍ତ । ଭିତରକାଠ ଧୁକୁଡି ଦ୍ୱାରରେ ପଡିଥିଲା ବାନ୍ତି । ଶୋଧ ପରେ ପୁଣି ହେବ ଦର୍ଶନ ।