31.1 C
Bhubaneswar
Friday, August 28, 2026
Homeଓଡିଶାସଂଶୋଧିତ MMDR ଆକ୍ଟକୁ ନେଇ ବିଜେଡିର ବର୍ଷା

ସଂଶୋଧିତ MMDR ଆକ୍ଟକୁ ନେଇ ବିଜେଡିର ବର୍ଷା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସଂଶୋଧିତ MMDR ଆକ୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଏହି ସଂଶୋଧନ ଫଳରେ ରାଜ୍ୟ ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେବ । ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଗମ୍ଭୀର ପ୍ରଭାବ ପଡ଼ିବ। ଏଭଳି ଆଶଙ୍କା କରି ବିଜେଡି ପ୍ରେସମିଟ୍ କରିଛି । କଟକ ମେୟର ସୁବାସ ସିଂ କହିଛନ୍ତି ଯେ, MMDR ଆକ୍ଟ ସଂଶୋଧନ ଯୋଗୁଁ ଓଡ଼ିଶା ୫୦ ବର୍ଷ ତଳକୁ ଚାଲିଯିବ । ସେହିଭଳି ବରିଷ୍ଠ ବିଜେଡି ନେତ୍ରୀ ସୁଜାତା ସାହୁ ରାଜ୍ୟର ବିତ୍ତୀୟ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଖଣି କ୍ଷେତ୍ରରୁ ମିଳୁଥିବା ଅଣ-ଟିକସ ରାଜସ୍ୱ ବନ୍ଦ ହେଲେ ରାଜ୍ୟ ଅର୍ଥନୀତି ସିଧାସଳଖ ପ୍ରଭାବିତ ହେବ ବୋଲି ଆଶଙ୍କା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking