31.1 C
Bhubaneswar
Friday, August 28, 2026
Homeଓଡିଶାକଲେଜ କ୍ୟାଣ୍ଟିନରେ ପୁରି,ବରା ମନା

କଲେଜ କ୍ୟାଣ୍ଟିନରେ ପୁରି,ବରା ମନା

ଭୁବନେଶ୍ୱର: ରନ୍ଧନ ତେଲ ବ୍ୟବହାର କମାଇବାକୁ କଲେଜ କ୍ୟାଣ୍ଟିନ ଓ ହଷ୍ଟେଲକୁ ପରାମର୍ଶ । ଏନେଇ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅପିଲ ମାନିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ପୁରୀ, ବରା, ଆଳୁଚପ ଭଳି ତେଲିଆ ଖାଦ୍ୟ ଏଡାଇବାକୁ ପରାମର୍ଶ ଦିଆଯାଇଛି । ଖାଦ୍ୟ ପ୍ରସ୍ତୁତି ସମୟରେ ରନ୍ଧନ ତେଲର ବ୍ୟବହାର କମାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ପାରମ୍ପରିକ ଘିଅ, ସୋରିଷ ବାଦାମ ତେଲ ବ୍ୟବହାରକୁ ପ୍ରୋତ୍ସାହନ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking