ଭୁବନେଶ୍ୱର : ସ୍ବାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ବିରୋଧି ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବାଧୀନତା ଦିବସରେ ସବୁଙ୍କୁ ହୃଦୟର ଅଭିନନ୍ଦନ ଓ ଶୁଭେଚ୍ଛା। ଜାତିର ସ୍ବାଧୀନତା ଓ ସୁରକ୍ଷା ପାଇଁ ଆତ୍ମଦାନ କରିଥିବା ଅମର ସହିଦମାନେ ଓ ସ୍ବାଧୀନତା ସେନାନୀମାନଙ୍କୁ ମୁଁ ମୋର ନମ୍ର ସମ୍ମାନ ଜଣାଉଛି। ଆସନ୍ତୁ, ସମସ୍ତଙ୍କ ମଧ୍ୟରେ ଏକତାର ଅନୁଭୂତିକୁ ସାଙ୍କୁଳ କରି, ରାଜ୍ୟ ଓ ଦେଶକୁ ସ୍ରେଷ୍ଠ ତିଆରି କରିବା ଦିଗରେ ସାଥି ସାଥି ଆଗକୁ ବଢିବା ।










