ଭୁବନେଶ୍ୱର : ଚାକିରୀ ଆଶାୟୀଙ୍କ ଖୁସି ଖବର । ଓସିଏସ ପରୀକ୍ଷା ନିୟମ କୋହଳ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୮୦ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶା ସିଭିଲ୍ ସେବା ପରୀକ୍ଷା (OCS) ପାଇଁ ପୂର୍ବରୁ ଥିବା ୬ ଟି ସୁଯୋଗର ସୀମାକୁ ଉଚ୍ଛେଦ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବର୍ତ୍ତମାନ ଆଶାୟୀମାନେ ନିଜର ସର୍ବାଧିକ ବୟସସୀମା ପର୍ଯ୍ୟନ୍ତ ଏହି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ଏହା ଆମର ସଂକଳ୍ପବଦ୍ଧ ଯୁବବର୍ଗଙ୍କୁ ପ୍ରଶାସନିକ ସେବାରେ ଯୋଗଦେଇ ରାଜ୍ୟର ପ୍ରଗତିରେ ନିଜର ଯୋଗଦାନ ଦେବା ପାଇଁ ଏକ ବ୍ୟାପକ ସୁଯୋଗ ସୃଷ୍ଟି କରିବ।
୮୦ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶା ସିଭିଲ୍ ସେବା ପରୀକ୍ଷା (OCS) ପାଇଁ ପୂର୍ବରୁ ଥିବା ୬ ଟି ସୁଯୋଗର ସୀମାକୁ ଉଚ୍ଛେଦ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବର୍ତ୍ତମାନ ଆଶାୟୀମାନେ ନିଜର ସର୍ବାଧିକ ବୟସସୀମା ପର୍ଯ୍ୟନ୍ତ ଏହି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ଏହା ଆମର ସଂକଳ୍ପବଦ୍ଧ ଯୁବବର୍ଗଙ୍କୁ ପ୍ରଶାସନିକ… pic.twitter.com/sCED1jcWkV
— CMO Odisha (@CMO_Odisha) August 15, 2026










