29.4 C
Bhubaneswar
Thursday, August 13, 2026
Homeଓଡିଶାବଙ୍ଗୋପସାଗରରେ ଅବପାତ: ଉତ୍ତର ଓଡ଼ିଶାରେ ବଢ଼ିଲା ବର୍ଷା!

ବଙ୍ଗୋପସାଗରରେ ଅବପାତ: ଉତ୍ତର ଓଡ଼ିଶାରେ ବଢ଼ିଲା ବର୍ଷା!

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତକୁ ନେଇ ଉତ୍ତର ଓଡିଶାରେ ବଢିଛି ଚିନ୍ତା । ପଶ୍ଚିମବଙ୍ଗ ଉପକୂଳ ନିକଟରେ ସୃଷ୍ଟି ହୋଇଥିବା ଅବପାତ ଏବେ ବାରିପଦାଠାରୁ ପ୍ରାୟ ୧୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ଏହାର ପ୍ରଭାବରେ ଉତ୍ତର ଓଡିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି ପାଣିପାଗ ବିଭାଗର ଆକଳନ ଅନୁସାରେ , ଅବପାତଟି ପଶ୍ଚିମବଙ୍ଗ ଦେଇ ଧୀରେ ଧୀରେ ଝାଡଖଣ୍ଡ ଆଡକୁ ଗତି କରିପାରେ । ତେବେ ଏହାର ପ୍ରଭାବରେ ଆକଳନ ଅନୁସାରେ, ଅବପାତଟି ପଶ୍ଚିମବଙ୍ଗ ଦେଇ ଧୀରେ ଧୀରେ ଝାଡଖଣ୍ଡ ଆଡକୁ ଗତି କରିପାରେ । ତେବେ ଏହାର ପ୍ରଭାବରେ ଓଡିଶାର ଉତ୍ତର ଜିଲ୍ଲାଗୁଡିକରେ ବର୍ଷାର ପ୍ରକୋପ ବଢିବା ସମ୍ଭାବନା ରହିଛି । ବିଶେଷ କରି ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲା ପାଇଁ ଜାରି ହୋଇଛି ରେଡ ଆଲର୍ଟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking