31.9 C
Bhubaneswar
Thursday, July 30, 2026
Homeଓଡିଶାଖୋର୍ଦ୍ଧା ଜିଲ୍ଲାରେ ୩୧ ଯାଏଁ ସ୍କୁଲ ଛୁଟି

ଖୋର୍ଦ୍ଧା ଜିଲ୍ଲାରେ ୩୧ ଯାଏଁ ସ୍କୁଲ ଛୁଟି

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ୩୧ ତାରିଖ ଯାଏଁ ସମସ୍ତ ସ୍କୁଲ , କଲେଜ, ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ଚିଠି ଲେଖି ଜଣାଇଛନ୍ତି । ଅଗଷ୍ଟ ୧ ତାରିଖରେ ସ୍କୁଲ ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷକମାନେ ସ୍କୁଲରେ ଉପସ୍ଥିତ ରହିବା ପାଇଁ କଡା ନିର୍ଦ୍ଦେଶନାମା ଦିଆଯାଇଛି । ଆସନ୍ତା ୪ ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking