31.9 C
Bhubaneswar
Thursday, July 30, 2026
Homeଓଡିଶାରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ହେବନି: ରାଜସ୍ୱ ମନ୍ତ୍ରୀ

ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ହେବନି: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ବର୍ଷା ହେବାର ନାହିଁ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ୨ ତାରିଖ ପରେ ପୁନର୍ବାର ବର୍ଷା ହୋଇପାରେ । ମୁଣ୍ଡଳୀରେ ସନ୍ଧ୍ୟାସୁଦ୍ଧା ୯ ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଆଖୁଆପଦାଠାରେ ବିପଦ ସଂକେତ ତଳେ ବୈତରଣୀ ନଦୀର ଜଳସ୍ତର ରହିଛି । ଉପରମୁଣ୍ଡରେ ବର୍ଷା କମିଛି । ବୈତରଣୀରେ ବନ୍ୟା କମୁଛି ର୍ୱନ୍ୟା ଯୋଗୁଁ ଯାଜପୁର ଜିଲ୍ଲାରେ ୨ଟି ଘାଇ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking