27.8 C
Bhubaneswar
Wednesday, July 15, 2026
Homeଓଡିଶା୨ ରେଲୱେ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ

୨ ରେଲୱେ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ

ଭୁବନେଶ୍ୱର: ଓଡିଶା ପାଇଁ କେନ୍ଦ୍ର କ୍ୟାବିନେଟର ବଡ ଘୋଷଣା । ୨ଟି ବଡ ରେଲୱେ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ଦୋହରୀକରଣ ହେବ ପାରାଦୀପ – ହରିଦାସପୁର ରେଲୱେ ଲାଇନ । ରାଜଖରୁସୁଆଁ -ଡାଙ୍ଗପୋଷି ୪ ଲେନକୁ ବି କ୍ୟାବିନେଟ ମଞ୍ଜୁରୀ ମିଳଛି । ୨ ରେଲୱେ ପ୍ରକଳ୍ପ ପାଇଁ ୩ ହଜାର ୯୦୭ କୋଟିର ବ୍ୟୟ ଅଟକଳ କରାଯାଇଛି । ୨ଟି ପ୍ରକଳ୍ପ କାମ ୨୦୩୦-୩୧ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଦୋହରୀକରଣ ହେଲେ ପାରାଦୀପ ମାଲବାହୀ ଟ୍ରେନ ଚଳାଚଳ କ୍ଷମତା ବଢିବ । ଲଜିଷ୍ଟିକ୍ସ ଖର୍ଚ୍ଚ କମିବ, ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପକୁ ଅଧିକ ଗତି ମିଳିବ । ୨ଟି ପ୍ରକଳ୍ପ ଦ୍ୱାରା ଓଡିଶା ଓ ଝାଡଖଣ୍ଡର ୪ ଜିଲ୍ଲା ଉପକୃତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking