30 C
Bhubaneswar
Wednesday, July 15, 2026
Homeଓଡିଶାଭୁବନେଶ୍ୱରରେ ଇଣ୍ଡିଆନ ଆଇଡଲ୍ ଫାଇନାଲିଷ୍ଟ ଜ୍ୟୋତିର୍ମୟୀ

ଭୁବନେଶ୍ୱରରେ ଇଣ୍ଡିଆନ ଆଇଡଲ୍ ଫାଇନାଲିଷ୍ଟ ଜ୍ୟୋତିର୍ମୟୀ

 ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି ଇଣ୍ଡିଆନ ଆଇଡ଼ଲ ଫାଇନାଲିଷ୍ଟ ଜ୍ୟୋତିର୍ମୟୀ ନାୟକ । ଇଣ୍ଡିଆନ ଆଇଡଲ ସିଜିନ-୧୬ ର ଶ୍ରେଷ୍ଠ ୫ ଫାଇନଲିଷ୍ଟଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଝିଅ ଜ୍ୟୋତିର୍ମୟୀ । ଫିନାଲେ ପୂର୍ବରୁ ଏବେ ସେ ଭୁବନେଶ୍ୱର ଆସିଛନ୍ତି । ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ଓ ରାଜ୍ୟବାସୀଙ୍କ ସମର୍ଥନ ପାଇବା ପାଇଁ। ଆଜି ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଢୋଲ ବାଜା ବଜାଇ ତାଙ୍କୁ ସ୍ବାଗତ କାରାଯାଇଛି । ଏହାସହ ବିମାନବନ୍ଦରରୁ ରୋଡ଼ ଶୋ କରି ତାଙ୍କୁ ନିଆଯାଇଛି । ଜ୍ୟୋର୍ତିର୍ମୟୀ ସୁନ୍ଦର କଣ୍ଠଦାନ କରିବା ସହ ନିଜ ସଙ୍ଗୀତରୁ କ୍ୟାନସର ରୋଗୀଙ୍କୁ ମ୍ୟୁଜିକ ଥେରାପି ଦେବା ତାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking