30 C
Bhubaneswar
Tuesday, June 30, 2026
Homeଓଡିଶାବ୍ୟବସାୟୀଙ୍କୁ ଗଳା କାଟି ହତ୍ୟା କଲେ ୩ ଦୁର୍ବୃତ୍ତ

ବ୍ୟବସାୟୀଙ୍କୁ ଗଳା କାଟି ହତ୍ୟା କଲେ ୩ ଦୁର୍ବୃତ୍ତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ । ଜଣେ ବ୍ୟବସାୟୀଙ୍କୁ ଗଳା କାଟି ହତ୍ୟା କରିଛନ୍ତି ୩ ଜଣ ଦୁର୍ବୃତ୍ତ । ହତ୍ୟା କରି ଗୋଟିଏ କାରରେ ଫେରୁଥିବାବେଳେ ରାସ୍ତାରେ ଦୁର୍ଘଟଣାର ଶିକାର ହେଲେ । ଦୁର୍ଘଟଣାରେ ହତ୍ୟାକାରୀର ଜୀବନ ଚାଲିଗଲା । ହତ୍ୟାକାରୀର ଅନ୍ୟ ୨ ସହଯୋଗୀ ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି ଝାଡ଼ଖଣ୍ଡର ଜଣେ ବ୍ୟବସାୟୀ । ତାଙ୍କୁ ତଲସରା ଥାନା ଅଂଚଳ ସବଡେଗା ନିକଟରେ ହତ୍ୟା କରିଥିଲେ । ଏହାପରେ ଫେରାର ମାରୁଥିବାବେଳେ ସୁନ୍ଦରଗଡ଼ ଭସ୍ମା ଥାନା ଅଂଚଳରେ ଦ୍ରୁତଗତିରେ ଥିବା କାରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା । ଫଳରେ ହତ୍ୟାକାରୀର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଅନ୍ୟ ଦୁଇ ସହଯୋଗୀ ଗୁରୁତର ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking