32.5 C
Bhubaneswar
Monday, June 29, 2026
Homeଓଡିଶାଝାରପଡ଼ା ଜେଲ୍‌ରେ କଏଦୀଙ୍କ ମୃତ୍ୟୁ

ଝାରପଡ଼ା ଜେଲ୍‌ରେ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଝାରପଡ଼ା ଜେଲ୍‌ରେ ଜଣେ କଏଦୀଙ୍କ ସୋମବାର ସକାଳୁ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ୫୫ ବର୍ଷୀୟ ଯବାନ ନାୟକ। ତାଙ୍କ ଘର ତାରିଣୀ ବସ୍ତିରେ। ସେ ରାତିରେ ଖାଇପିଇ ଶୋଇଥିଲେ, ସକାଳୁ ଆଉ ଉଠି ନ ଥିଲେ। ଚିକିତ୍ସା ପାଇଁ ନେବା ପରେ ସେଠାରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ସେ ଏକାଧିକ ରୋଗରେ ପୀଡ଼ିତ ଥିଲେ। ଡକାୟତି ଓ ହତ୍ୟା ମାମଲାର ଝାରପଡ଼ା ଜେଲ୍‌ରେ ରହି ସଜା କାଟୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking