32.2 C
Bhubaneswar
Monday, June 29, 2026
Homeଓଡିଶାପରଲୋକରେ ଖ୍ୟାତନାମା ନିର୍ଦ୍ଦେଶକ ରମେଶ ମହାନ୍ତି

ପରଲୋକରେ ଖ୍ୟାତନାମା ନିର୍ଦ୍ଦେଶକ ରମେଶ ମହାନ୍ତି

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର, ଯାତ୍ରା ଓ ମଞ୍ଚ ଜଗତର ଖ୍ୟାତନାମା ନିର୍ଦ୍ଦେଶକ  ରମେଶ ଚନ୍ଦ୍ର ମହାନ୍ତି ଆଉ ନାହାନ୍ତି । ଯାତ୍ରା ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ଭାବେ ଚାରି ଦଶନ୍ଧି ଧରି  ଅନେକ ଚର୍ଚ୍ଚିତ ନାଟକର ନିର୍ଦ୍ଦେଶନା ଦେଇ ଖୁବ ଚର୍ଚ୍ଚାରେ ଥିଲେ ସ୍ବର୍ଗତ  ରମେଶ ମହାନ୍ତି ।ତିନିଟି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେତାଙ୍କ ନିର୍ଦ୍ଦେଶିତ ଚର୍ଚ୍ଚିତ ଯାତ୍ରା ନାଟକ ଭିତରେ ମୋ ପେଁ କାଳି ବଜେଇ ଦେ, କଞ୍ଚା ଡାହାଣୀ ଓ ମୋ ସିଲଟ ସୁଖି ଯା ଆଦି ରହିଛି। ରମେଶ  ମହାନ୍ତି ତିନିଟି ଓଡ଼ିଆ ଛବିର ବି ନିର୍ଦ୍ଦେଶନା ଦେଇଥିଲେ। ସେଥିମଧ୍ୟରୁ ପ୍ରଥମଟି ହେଲା ‘ବତାସୀ ଝଡ଼’। ଏହି ସିନେମାର ଏକ ଗୀତ ଏ ଲାଖି ଯାଏ ଦେଖି.. ଆଜି ବି ବେଶ୍ ଲୋକପ୍ରିୟ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking