27.5 C
Bhubaneswar
Monday, June 22, 2026
Homeଓଡିଶା୩ ଦଫା ଦାବି ନେଇ ଧାରଣାରେ ସ୍ୱାସ୍ଥ୍ୟମିତ୍ର

୩ ଦଫା ଦାବି ନେଇ ଧାରଣାରେ ସ୍ୱାସ୍ଥ୍ୟମିତ୍ର

ଭୁବନେଶ୍ୱର: ଅଲ୍‌ ଓଡ଼ିଶା ସ୍ୱାସ୍ଥ୍ୟମିତ୍ର ସଂଘ ପକ୍ଷରୁ ୩ ଦଫା ଦାବି ନେଇ ଲୋୟର ପିଏମଜିରେ ଧାରଣା । କାମ ବନ୍ଦ କରି ଧାରଣାରେ ବସିଛନ୍ତି ସ୍ୱାସ୍ଥ୍ୟ ମିତ୍ର । ପ୍ରଭାବିତ ହେଉଛି ରାଜ୍ୟର ସ୍ୱାସ୍ଥ୍ୟ ସେବା । ସ୍ୱାସ୍ଥ୍ୟମିତ୍ରଙ୍କ ପ୍ରତି ହୋଇଥିବା ଅନ୍ୟାୟ ଛଟେଇକୁ ପ୍ରତ୍ୟାହାର କରାଯାଉ । ଚାକିରି ସୁରକ୍ଷା ପ୍ରଦାନ କରାଯାଉ । ଆଉଟସୋର୍ସିଙ୍ଗ ପରି ପ୍ରଥାକୁ ଉଚ୍ଛେଦ କରି ସିଧାସଳଖ ଡିପାର୍ଟମେଣ୍ଟ (SHAS) ଅଧୀନକୁ ନିଆଯାଉ ବୋଲି ସଂଘ ଦାବି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking