32.7 C
Bhubaneswar
Friday, June 19, 2026
Homeଓଡିଶାବଢିଲା ଯୁକ୍ତ ୩ ସିଟ

ବଢିଲା ଯୁକ୍ତ ୩ ସିଟ

ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷ ପାଇଁ ୟୁଜି ସିଟ ସଂଖ୍ୟା ବଢାଇଲା ଉଚ୍ଚଶିକ୍ଷା ବିଭାଗ । ବିଭିନ୍ନ କଲେଜରେ ବଢିଲା ମୋଟ ୧୦ ହଜାର ୩୭୨ ସିଟ । ସରକାରୀ କଲେଜରେ ୪୬୮୪ଟି ସିଟ, ୪୮୮ ବର୍ଗ କଲେଜରେ ୩୪୧୬ ସିଟ ବୃଦ୍ଧି ହୋଇଛି । ୬୬୨ ବର୍ଗ ଅନୁଦାନପ୍ରାପ୍ତ କଲେଜରେ ବଢିଲା ୧ ହଜାର ୫୬ ସିଟ । ଷ୍ଟେଟ ପବ୍ଲିକ ୟୁନିଭର୍ସିଟିରେ ବଢିଲା ୧୨୧୬ ସିଟ । ଯୁକ୍ତ ତିନି ନାମଲେଖା ପାଇଁ ଅଧିକ ଆବେଦନ ହୋଇଥିବାରୁ ନିଷ୍ପତ୍ତି ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking