30 C
Bhubaneswar
Wednesday, June 17, 2026
Homeଓଡିଶାଅନୁଗୁଳରେ ବଢିଲା ଗ୍ରୀଷ୍ମଛୁଟି

ଅନୁଗୁଳରେ ବଢିଲା ଗ୍ରୀଷ୍ମଛୁଟି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବଢିଲା ଗ୍ରୀଷ୍ମଛୁଟି ଅବଧି । ୨୦ ତାରିଖ ଯାଏଁ ବଢିଲା ଗ୍ରୀଷ୍ମଛୁଟି ଅବଧି । ଜୁନ ୨୨ ତାରିଖରେ ଅନୁଗୁଳରେ ଖୋଲିବ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ସୂଚନାଥାଉକି, ଗତକାଲି ରାଜ୍ୟରେ ସ୍କୁଲ ଖୋଲାଯିବ ବୋଲି ମନ୍ତ୍ରୀ ସୂଚନା ଦେିତିଲେ । ଏଥିସହିତ ଏହା ମଧ୍ୟ କହିଥିଲେ ଯେ, ଗ୍ରୀଷ୍ମ ପ୍ରବାହ ଦେଖି କେଉଁ କେଉଁ ଜିଲ୍ଲାରେ ସ୍କୁଲ ଅବଧି ବୃଦ୍ଧି କରାଯାିବ ବୋଲି ନିଷ୍ପତ୍ତି ନିଆଯାଇଛି । କେବଳ ଅନୁଗୁଳ ନୁହେଁ, ସୁବର୍ଣ୍ଣପୁରରେ ମଧ୍ୟ ସ୍କୁଲ ଛୁଟି ଅବଧି ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଓଡିଶାରେ ପଶ୍ଚିମ ମୋସୁମୀ ବାୟୁ ସକ୍ରିୟ ହେଲେ ମଧ୍ୟ କେଉଁଠି ନା କେଉଁଠି ଏବେ ବି ତାତିର ତାପମାତ୍ରା ବଢିବାରେ ଲାଗିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking