38.7 C
Bhubaneswar
Tuesday, June 16, 2026
Homeଓଡିଶାଖୁବଶୀଘ୍ର ହିତାଧିକାରୀଙ୍କୁ ଭତ୍ତା ଟଙ୍କା : ମନ୍ତ୍ରୀ

ଖୁବଶୀଘ୍ର ହିତାଧିକାରୀଙ୍କୁ ଭତ୍ତା ଟଙ୍କା : ମନ୍ତ୍ରୀ

ଭୁବନେଶ୍ୱର: ଖୁବଶୀଘ୍ର ଚିନ୍ତାରେ ଥିବା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । କହିଛନ୍ତି, ଆଉ କିଛି ଦିନ ପରେ ହିତାଧିକାରୀଙ୍କୁ ମିଳିବ ଭତ୍ତା ଟଙ୍କା । ସଫ୍ଟୱେୟାରରେ କିଛି ତ୍ରୁଟି ରହିଯାଇଛି, ତାକୁ ସଂଶୋଧନ କରାଯାଉଛି । ଏଥିପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ଅଶ୍ପ ଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କ ଖାତାକୁ ଯିବ ଭତ୍ତା ଟଙ୍କା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking