33.3 C
Bhubaneswar
Saturday, June 13, 2026
Homeଓଡିଶାସାଲିଆ ସାହିରୁ ବିପୁଳ ମଦ ଜବତ

ସାଲିଆ ସାହିରୁ ବିପୁଳ ମଦ ଜବତ

ଭୁବନେଶ୍ୱର : ରଜ ପୂର୍ବରୁ ଦେଶୀ ମଦ ଫ୍ୟାକ୍ଟ୍ରିଉପରେ ଅବକାରୀ ବିଭାଗର ଚଢ଼ାଉ। ଭୁବନେଶ୍ବର ସାଲିଆ ସାହିର ଇଡକୋ ବସ୍ତିରୁ ଦେଶୀ ମଦ ଜବତ ହୋଇଛି । ଶହଶହ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ପୁରୁଣା ଷ୍ଟାଇଲରେ ଚାଲିଥିଲା ମଦରନ୍ଧା ।ରଜ ପାଇଁ ଦେଶୀ ମଦରେ ଥିଲା ସ୍ପେଶାଲ ଅଫର। ଗୋଟେ ବୋତଲ ମଦ ର ଦାମ ଥିଲା ୩ଶହ ଟଙ୍କା ଆଉ ତା ସାଙ୍ଗକୁ ଚାଖଣା ମାଗଣା। ଘର ଭିତରେ ପଶିଲେ ଭାଟି ଆଗରେ ଥିଲା ରୋଷେଇ ଘର । ତା ପଛକୁ ରହିଥିଲା ମଦରନ୍ଧା ଭାଟି । ଅବକାରୀ ଗୁଇନ୍ଦା ସୁଚନା ଆଧାରରେ କରିଥିଲା ଚଢାଉ । ପୋକ ସାଲୁବାଲୁ ଅବସ୍ଥାରେ ରହିଥିଲା ପୋଚ । ଯାହାକୁ ନଷ୍ଟ କରିଛି ଅବକାରୀ ବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking