24.1 C
Bhubaneswar
Friday, May 29, 2026
Homeଓଡିଶାମଣ୍ଡି ସମସ୍ୟା: ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ମଣ୍ଡି ସମସ୍ୟା: ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବାଲେଶ୍ୱର: ମଣ୍ଡି ସମସ୍ୟା ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ। ଧାନ ବିକ୍ରି ପାଇଁ ପଞ୍ଜୀକରଣରୁ ବାଦ ପଡ଼ିବାକୁ ନେଇ ସେବା ସମବାୟ ସମିତି ଆଗରେ ଧାରଣା। ସମାଧାନ ନ ହେଲା ପର୍ୟ୍ୟନ୍ତ ଧାରଣାରୁ ହଟିବେନି ବୋଲି ଦେଲେ ଚେତାବନୀ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଭୋଗରାଇ କମର୍ଦା ସେବା ସମବାୟ ସମିତି ଆଗରେ। ଚଳିତ ବର୍ଷ ରବି ଧାନ ବିକ୍ରି ପାଇଁ ୧ ହଜାର ୫୦ ଜଣ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪୫୮ଜଣ ଚାଷୀ ବାଦ ପଡିଛନ୍ତି। ଯାହାକୁ ନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking