38.4 C
Bhubaneswar
Friday, June 26, 2026
Homeଓଡିଶାରାଡାରରେ ଅଭ୍ୟାସଗତ ଅପରାଧୀ: ଡିଜିପି

ରାଡାରରେ ଅଭ୍ୟାସଗତ ଅପରାଧୀ: ଡିଜିପି

ଭୁବନେଶ୍ୱର: ଓଡ଼ିଶାରେ ନାହିଁ ଅପରାଧୀଙ୍କ ସ୍ଥାନ। ଚାଲିଛି ଅପରାଧୀଙ୍କ ତାଲିକା ପ୍ରସ୍ତୁତି। ଅପରାଧୀଙ୍କ ବିରୋଧରେ ନିଆଯିବ କଡ଼ା ଆକ୍ସନ। ଆଇନ ଉଲ୍ଲଙ୍ଘନ ହେଲେ, ଅନ୍‌ ଦ ସ୍ପଟ୍‌ ହେବ ଆକ୍ସନ। ଏଭଳି କଡ଼ା ଚେତାବନୀ ଦେଇଛନ୍ତି ପୁଲିସ ଡିଜି। ୫ ହଜାର ୭ ଶହରୁ ଅଧିକ ଅପରାଧିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ମାଳ ମାଳ ଅପରାଧରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତଡିପାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦ ଜିଲ୍ଲାରେ ସାଇବର ଅପରାଧୀଙ୍କ ଉପରେ ରହିଛି ନଜର। ସରେଣ୍ଡର ନକଲେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ ବୋଲି ଡିଜିପି ଚେତାବନୀ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking