33.1 C
Bhubaneswar
Wednesday, May 27, 2026
Homeଓଡିଶାପୁଣି ବସ ଭଡା ବୃଦ୍ଧି ଦାବି କଲା ସଂଘ

ପୁଣି ବସ ଭଡା ବୃଦ୍ଧି ଦାବି କଲା ସଂଘ

ଭୁବନେଶ୍ୱର: ବର୍ଦ୍ଧିତ ତୈଳ ଦରକୁ ନେଇ ଘରୋଇ ବସ ମାଲିକ ସଂଘର କଡା ଆଭିମୁଖ୍ୟ । ଭଡା ନ ବଢିଲେ ବସ ଗଡିବନି ବୋଲି ଚେତାବନୀ ଦେଲେ ସଂଘ ସମ୍ପାଦକ । ଆସନ୍ତା ଶନିବାର ବସ ମାଲିକ ସଂଘର ବୈଠକ ପରେ ନିଷ୍ପତ୍ତି ନିଆଯିବ । ବସ ଭଡା ବୃଦ୍ଧି ପାଇଁ ସରକାର ସ୍ପଷ୍ଟ ନୀତି ଆପଣାନ୍ତୁ କହିଲା ସଂଘ । ତୈଳ ଦର ବଢୁଛି, ହେଲେ ଭଡା ବଢୁନାହିଁ କହିଲେ ସଂଘ ସମ୍ପାଦକ । ବସ ଭଡା ବୃଦ୍ଧି ପାଇଁ ସରକାର ସ୍ପଷ୍ଟ ନୀତି ଆପଣାନ୍ତୁ କହିଲା ସଂଘ । ତୈଳ ଦର ବଢୁଛି , ହେଲେ ଭଡା ବଢୁନାହିଁ କହିଲେ ସଂଘ ସମ୍ପାଦକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking