36.1 C
Bhubaneswar
Wednesday, May 27, 2026
Homeଓଡିଶାଭିଜିଲାନ୍ସ ଜାଲରେ ଚମ୍ପୁଆ ଉପଯୋଗାଣ ଅଧିକାରୀ

ଭିଜିଲାନ୍ସ ଜାଲରେ ଚମ୍ପୁଆ ଉପଯୋଗାଣ ଅଧିକାରୀ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଚମ୍ପୁଆ ଉପଯୋଗାଣ ଅଧିକାରୀ । ୧୫ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭୂଆରାମ ହେମ୍ରମଙ୍କୁ ମାଡି ବସିଲା ଭିଜିଲାନ୍ସ । ଧାନକିଣା କାରବାରରେ ଜଣେ ଲ୍ୟାମ୍ପ ଏମଡିଙ୍କ ପାଖରୁ ନେଉଥିଲେ ଲାଞ୍ଚ । ଧରାପଡିବା ପରେ ଭୂଆରାମଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ । ସେପଟେ ସୁନ୍ଦରଗଡ ଭିଜିଲାନ୍ସ ହାତରେ ଜାତୀୟ ସ୍ୱାସ୍ଥ୍ୟ ମିଶନର କନିଷ୍ଠ ଯନ୍ତ୍ରୀ । ଲାଞ୍ଚ ନେଲାବେଳେ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଧରିଲା ଭିଜିଲାନ୍ସ । ତାଙ୍କ ଅଫିସ ଓ ଘର ସମେତ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି ସୁନ୍ଦରଗଡ ଭିଜିଲାନ୍ସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking