33.1 C
Bhubaneswar
Tuesday, May 19, 2026
Homeଦେଶ ବିଦେଶଦ୍ୱିପାକ୍ଷିକ ସିରିଜ ପାଇଁ ଭାରତୀୟ ଟିମ ଘୋଷଣା

ଦ୍ୱିପାକ୍ଷିକ ସିରିଜ ପାଇଁ ଭାରତୀୟ ଟିମ ଘୋଷଣା

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ଟେଷ୍ଟ ସିରିଜ ପାଇଁ ବିସିସିଆଇ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ରିଷଭ ପନ୍ତଙ୍କୁ ଉପ- ଅଧିନାୟକ ପଦରୁ ହଟାଇ କେଏଲ ରାହୁଲଙ୍କୁ ନୂତନ ଉପ- ଅଧିନାୟକ ଭାବରେ ମନୋନୀତ କରାଯାଇଛି । ପ୍ରିନ୍ସ ଯାଦବ, ଗରନୁର ବ୍ରାର ଓ ହର୍ଷ ଦୁବେଙ୍କୁ ସୁଯୋଗ ମିଳିଛି । ଏହି ସମୟ ମଧ୍ୟରେ, ବିରାଟ କୋହଲି ଏବଂ ରୋହିତ ଶର୍ମା ଉଭୟ ODI ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି।  ଏହି ମ୍ୟାଚ ପାଇଁ ଭାରତ ଦଳ ଘୋଷଣା କରାଯାଇଛି । ଶୁଭମନ ଗିଲ, ଯଶସ୍ୱୀ ଜସୱାଲ, କେ.ଏଲ ରାହୁଲ, ସାଇ ସୁଦର୍ଶନ, ରିଷଭ ପନ୍ତ, ଦେବଦତ୍ତ ପାଦିକଲ, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର , କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସବ ବ୍ରହ୍ମ , ଦୁବେ । ନୂଆଦିଲ୍ଲୀ:  ଭାରତ ଏବଂ ଆଫଗାନିସ୍ତାନ ଗୋଟିଏ ଟେଷ୍ଟ ମ୍ୟାଚ୍ ଏବଂ ତିନୋଟି ଦିନିକିଆ ଖେଳିବେ। ଏହି ଟେଷ୍ଟ ମ୍ୟାଚ୍ ଜୁନ୍ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ନ୍ୟୁ ଚଣ୍ଡିଗଡ଼ରେ ଖେଳାଯିବ। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜୁନ୍ ୧୪ ତାରିଖରୁ ଆରମ୍ଭ ହେବ। ପ୍ରଥମ ଦିନିକିଆ ଜୁନ୍ ୧୪ ତାରିଖରେ ଧର୍ମଶାଳାରେ, ଦ୍ୱିତୀୟ ମ୍ୟାଚ୍ ଜୁନ୍ ୧୭ ତାରିଖରେ ଲକ୍ଷ୍ନୌରେ ଏବଂ ଶେଷ ଦିନିକିଆ ଜୁନ୍ ୨୦ ତାରିଖରେ ଚେନ୍ନାଇରେ ଖେଳାଯିବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking