38.1 C
Bhubaneswar
Tuesday, May 19, 2026
Homeଓଡିଶାକୋରାପୁଟରେ ହେବ ୧ ଲକ୍ଷ ଏକରରେ କଫି ଚାଷ

କୋରାପୁଟରେ ହେବ ୧ ଲକ୍ଷ ଏକରରେ କଫି ଚାଷ

କୋରାପୁଟ: କୋରାପୁଟରେ ହେବ ୧ ଲକ୍ଷ ଏକରରେ କଫି ଚାଷ । ପ୍ରାକୃତିକ ପ୍ରଣାଳୀରେ ଚାଷ ଆପଣାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେଲ ଉତ୍ପାଦନରେ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡିବ କହିଲେ । ରାଜ୍ୟରେ ଧାନ ଉତ୍ପାଦନ ବଢିଛି । ରଖିବାକୁ ଜାଗା ନାହିଁ । କେରଳ, ବିହାର ଆମଠୁ ଚାଉଳ ନେଉଥିଲେ, ଏବେ ତାଙ୍କ ଉତ୍ପାଦନ ବଢିଛି । ଅନ୍ୟ ରାଜ୍ୟକୁ ଚାଉଳ ଦେବା ପାଇଁ କେନ୍ଦ୍ର ସହ ଆଲୋଚନା ଚାଲିଛି । ଏବେ ଅର୍ଗାନିକ ଚାଉଳରୁ ପ୍ରସ୍ତୁତ ଭୋଗ ଶ୍ରୀମନ୍ଦିରରେ ଲାଗୁଛି କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୃଷକ ସମୃଦ୍ଧ ଯୋଜନାରେ ନୂଆ କରି ଚାଷୀଙ୍କୁ ୩୧୦୦ ଟଙ୍କା ଦିଆଯାଉଛି । ୨ ବର୍ଷରେ କୋରାପୁଟରେ ୧ ଲକ୍ଷ ଏକରରେ କଫି ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking