34.1 C
Bhubaneswar
Friday, May 15, 2026
Homeଓଡିଶାଆଦୌ ତେଲର ଅଭାବ ନାହିଁ: ଯେଗାଣ ମନ୍ତ୍ରୀ

ଆଦୌ ତେଲର ଅଭାବ ନାହିଁ: ଯେଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ ଅଛି କହିଲେ ମନ୍ତ୍ରୀ । ଆତଙ୍କିତ ହଇ ତେଲ ନ କିଣିବାକୁ ପରାମର୍ଶ ଦେଲେ ମନ୍ତ୍ରୀ । ଟାଙ୍କିରେ ବହୁତ ଭିଡ ବଢିଯିବାରୁ ଅଳ୍ପ ଅଳ୍ପ ତେଲ ଦେଉଛନ୍ତି ମାଲିକ । ଏନେଇ ସରକାରଙ୍କ ପକ୍ଷରୁ କିଛି ନିୟମ କରାଯାଇ ନାହିଁ । ୧୩ ଦିନ ପାଇଁ ଷ୍ଟକ ଓଡିଶାରେ ଅଛି କହିଲେ ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking