34.1 C
Bhubaneswar
Friday, May 15, 2026
Homeଦେଶ ବିଦେଶସିବିଟି ମୋଡରେ ହେବ ନିଟ -ୟୁଜି ପରୀକ୍ଷା

ସିବିଟି ମୋଡରେ ହେବ ନିଟ -ୟୁଜି ପରୀକ୍ଷା

ନୂଆଦିଲ୍ଲୀ: ନିଟ- ୟୁଜି ପରୀକ୍ଷା ବିଭ୍ରାଟକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରେସମିଟ କରି କହିଛନ୍ତି,ପରୀକ୍ଷାର୍ଥୀଙ୍କ ପାଇଁ ସରକାର ସମ୍ବେଦନଶୀଳ । ପିଲାଙ୍କ ଭବିଷ୍ୟତ ପାଇଁ ଚିନ୍ତିତ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ଅଯୋଗ୍ୟ ପିଲା ପାସ କରନ୍ତୁ ଆମେ ଚାହୁଁନାହୁଁ । ପ୍ରଶ୍ନ ଲିକ ଜାଣିବା ପରେ ତ୍ୱରିତ ପଦକ୍ଷେପ ନେଇଥିଲା ମନ୍ତ୍ରାଳୟ । ତୁରନ୍ତ ନିଟ- ୟୁଜି ପରୀକ୍ଷା ରଦ୍ଦ କରାଯାଇଥିଲା । ପ୍ରଶ୍ନପତ୍ର ଲିକ ହେବା ଏକ ସାମାଜିକ ବ୍ୟାଧି କହିଲେ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ବର୍ଷ ସିବିଟି ମୋଡରେ ନିଟ – ୟୁଜି ପରୀକ୍ଷା ହେବ । ଦୋଷୀଙ୍କ ବିରୋଧରେ ଶୂନ ସହନଶୀଳତା ନୀତି ଗ୍ରହଣ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking