32.1 C
Bhubaneswar
Monday, May 11, 2026
Homeଓଡିଶାକବାଟ ତାଡି ଘରେ କଳାକନା ବୁଲେଇଲେ ଦୁବୃର୍ତ୍ତ

କବାଟ ତାଡି ଘରେ କଳାକନା ବୁଲେଇଲେ ଦୁବୃର୍ତ୍ତ

ଖୋର୍ଦ୍ଧା: କବାଟ ତାଡି ଘରେ କଳାକନା ବୁଲେଇଲେ ଦୁବୃର୍ତ୍ତ । ଗୋଟିଏ ଦିନ ବ୍ୟବଧାନରେ ପୁଣି ସାରୁଅ ଅଂଚଳରୁ ଚୋରୀ । ଛାତ ଉପରେ ଶୋଇଥିବାବେଳେ କବାଟ ଭାଙ୍ଗି ଘରେ କଳାକନା ବୁଲେଇଲେ ଚୋର । ସାରୁଅ ବଜାର ସାହିର ହେମନ୍ତ ସାହୁଙ୍କ ଘରେ ପଶି ଲୁଟିନେଲେ ସୁନା ଅଳଙ୍କାର ଓ ଟଙ୍କା ।ଦୁଇ ଦିନ ତଳେ ଅଳଙ୍କାର ଦୋକାନରେ ହୋଇଥିଲା ଚୋରି। ଆଜିର ଘଟଣା ପରେ ପୋଲିସକୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ ପରି ମନେ ହେଉଛି । ଗରମ ହେଉଥିବାରୁ ପରିବାର ଲୋକେ ଛାତ ଉପରେ ଶୋଇଥିବା ବେଳେ ଘରେ ପଶିଥିଲେ ଚୋର। ଗୋଟିଏ ପଟେ ରାଜପଥରେ ପୁଲିସ ପାଇଁତରା ମାରୁଛି ସେପଟେ ଚୋରୀ ବଢୁଛି। ଘଟଣା ସ୍ଥଳରେ ବାଘମାରି ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking