34.1 C
Bhubaneswar
Saturday, May 9, 2026
Homeଓଡିଶାନବୀନ ନିବାସ ସାମ୍ନାରୁ ହଟିବ ବ୍ୟାରିକେଡ !

ନବୀନ ନିବାସ ସାମ୍ନାରୁ ହଟିବ ବ୍ୟାରିକେଡ !

ଭୁବନେଶ୍ୱର: ନବୀନ ନିବାସ ସାମ୍ନାରେ ସୁରକ୍ଷା ବ୍ୟାରିକେଡକୁ ନେଇ ଅସନ୍ତୁଷ୍ଟ ହେଲେ ହାଇକୋର୍ଟ । ମାମଲାକୁ ନେଇ ପ୍ରଶାସନର ନିଷ୍କ୍ରିୟତା ଉପରେ ଅସନ୍ତୋଷ ପ୍ରକାଶ କଲେ । ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ଅଛନ୍ତି ପୂର୍ତ୍ତ ବିଭାଗ । ଗୃହ ବିଭାଗ ଜରିଆରେ ଟ୍ରାଫିକ ଡିସିପିଙ୍କ ମତାମତ ମାଗିଲା ପୂର୍ତ୍ତ ବିଭାଗ । ସରକାରୀ ରାସ୍ତାରେ ବ୍ୟାରିକେଡ ଦ୍ୱାରା ଯାତାୟତରେ ବାଧା ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking