ଭୁବନେଶ୍ୱର: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୮ଟି ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ ..
୧. ରାଜେନ୍ଦ୍ର କୁମାର ସାହୁ, ମନ୍ମଥ ରାଉତରାୟ – ଖୋର୍ଦ୍ଧା ଜିଲ୍ଲାର ସଭାପତି
୨. ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଗୌତମ ବୁଦ୍ଧ ଦାସ- ବାଲେଶ୍ୱର ଜିଲ୍ଲାର ସଭାପତି
୩. ନଳିନୀ କାନ୍ତ ପ୍ରଧାନ- ଅନୁଗୁଳ ଜିଲ୍ଲାର ସଭାପତି
୪. ମାହିଧର ରଣା- ବୌଦ୍ଧ ଜିଲ୍ଲାର ସଭାପତି
୫. ନରୋତ୍ତମ ସାହୁ- ଢେଙ୍କାନାଳ ଜିଲ୍ଲାର ସଭାପତି
୬. ପ୍ରମୋଦ ପଟ୍ଟନାୟକ- କେଉଁଝର ଜିଲ୍ଲାର ସଭାପତି










