30.1 C
Bhubaneswar
Tuesday, May 26, 2026
Homeଓଡିଶାକେନାଲରୁ ମୃତଦେହ ଉଦ୍ଧାର

କେନାଲରୁ ମୃତଦେହ ଉଦ୍ଧାର

କଲମପୁର: ଇନ୍ଦ୍ରାବତୀ ପ୍ରକଳ୍ପ ଦକ୍ଷିଣ ମୁଖ୍ୟ କେନାଲ ର ଚୁରାଗାଁ ନିକଟରେ ଏକ ମୃତଦେହ ଠାବ ହୋଇଛି। ମୃତକ ମୂଖିଗୁଡା ଗାଁର ଚଇତୁ ମାଝୀ(୪୦) ବୋଲି ଜଣାପଡିଛି। ଗତକାଲି ସକାଳୁ କେନାଲକୁ ଗାଧେଇବାକୁ ଯାଇ ସେ ଅସାବଧାନତାବଶତଃ ଖସିପଡିଥିଲେ। ଆଜି ଜୟପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ କଲମପୁର ବ୍ଲକ୍ ଅଞ୍ଚଳ ଚୁରାଗାଁ ନିକଟ କେନାଲ ରୁ ମୃତଦେହକୁ ଉଦ୍ଧାର କରିଛି । ଜୟପାଟଣା ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଜୟପାଟଣା ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking