31.1 C
Bhubaneswar
Monday, April 27, 2026
Homeଓଡିଶାରାଜଧାନୀରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ରାଜଧାନୀରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଲଜ୍ଜା, ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ବାସୁଆଘାଇର ଅମିତାଭ ପ୍ରଧାନକୁ ଗିରଫ ପରେ କରାଗଲା କୋର୍ଟଚାଲାଣ । ପୂର୍ବରୁ ତା ନାଁରେ ବହୁ କେସ ରହିଥିଲା । ଏସବୁ ଜାଣିବା ପରେ ମଧ୍ୟ ତାକୁ ଘରେ ରହିବାକୁ ସୁଯୋଗ ଦେଇଥିଲେ ପୀଡିତା ଜଣକ । ପୀଡିତାଙ୍କ ଘରେ ରହି ତାଙ୍କୁ ଦୁଷ୍କର୍ମ ନେଇ ସାଙ୍ଘାତିକ ଅଭିଯୋଗ ଖଣ୍ଡଗିରି ଥାନାରେ ହୋଇଥିଲା । ଏପରିକି ପୀଡିତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେବା ସହ ଗର୍ଭନଷ୍ଟ କରିବାକୁ ଚାପ ପକାଉଥିବା ଅଭିଯୋଗ କରାଯାଇଛି ।ଅଭିଯୁକ୍ତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡିଗିରି ଥାନା ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking