31.1 C
Bhubaneswar
Monday, April 27, 2026
Homeଦେଶ ବିଦେଶପଶ୍ଚିମବଙ୍ଗରେ ମୋହନ ମାଝୀଙ୍କ ଜୋରଦାର କ୍ୟାମ୍ପେନ

ପଶ୍ଚିମବଙ୍ଗରେ ମୋହନ ମାଝୀଙ୍କ ଜୋରଦାର କ୍ୟାମ୍ପେନ

ପଶ୍ଚିମବଙ୍ଗ: ଆଜି ସରୁଛି ପଶ୍ଚିମବଙ୍ଗରେ ପ୍ରଚାର । ଶେଷ ଦିନରେ ବିଭିନ୍ନ ସ୍ଥାନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୋରଦାର କ୍ୟାମ୍ପେନ କରିଛନ୍ତି। ଦିନକ ପରେ ବୁଧବାର ଦିନ ପଶ୍ଚିମବଙ୍ଗରେ ଦ୍ବିତୀୟ ତଥା ଶେଷ ପର୍ୟାୟ ଭୋଟ୍‌ ପଡ଼ିବ। ଶେଷ ମୁହୁର୍ତ୍ତରେ ସବୁଦଳ ମାରାଥନ ପ୍ରଚାର କରୁଛନ୍ତି । ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟର ନିର୍ବାଚନ ଶେଷ ହୋଇଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking