29.1 C
Bhubaneswar
Friday, April 24, 2026
Homeଓଡିଶାରାଜା ସାହାଣୀଙ୍କୁ ବ୍ରହ୍ମପୁର ସର୍କଲ ଜେଲକୁ କରାଗଲା ସ୍ଥାନାନ୍ତର

ରାଜା ସାହାଣୀଙ୍କୁ ବ୍ରହ୍ମପୁର ସର୍କଲ ଜେଲକୁ କରାଗଲା ସ୍ଥାନାନ୍ତର

କଟକ: ଚୌଦ୍ୱାର ଜେଲରୁ ଫେରାର ହୋଇ ଧରାପଡ଼ିଥିବା ଦୁର୍ଦ୍ଦାନ୍ତ ଅପରାଧି ରାଜା ସାହାଣୀ ବ୍ରହ୍ମପୁର ସର୍କଲ ଜେଲକୁ  ସ୍ଥାନାନ୍ତର କରାଯାଇଛି। ଆଜି କଡା ସୁରକ୍ଷା ମଧ୍ୟରେ ତାକୁ ସ୍ଥାନତର କରାଯାଇଛି। ଜଣେ ଆଇଆଇସି, ଦୁଇ ଜଣ ସ୍ଵତନ୍ତ୍ର ସ୍କ୍ୱାର୍ଡ  କର୍ମଚାରୀ,  ଏବଂ ଗୋଟିଏ ସେକ୍ସନ ଫୋର୍ସ  ଙ୍କୁ ଏଥିରେ ନିୟୋଜିତ କରାଯାଇଥିଲା।  ଚୌଦ୍ୱାର ଜେଲରୁ ଦୁଇ ଦୁଇ ଥର ଖାଇବାକୁ ଉଦ୍ୟମ କରି ପରେ ଜେଲ୍ ସୁରକ୍ଷା ବଳୟ ଭେଦି ଚମ୍ପାଟ ମରିଥିଲା। ସୁରକ୍ଷା ଦୃଷ୍ଟି କୋଣରୁ  ତାକୁ ଚୌଦ୍ଵାର ଜେଲରୁ ବ୍ରହ୍ମପୁର ଜେଲ୍ କୁ  ସ୍ଥାନତର୍ କରାଯାଇଛି।  ନିକଟରେ ରାଜା ସାହାଣୀ  କର୍ଣ୍ଣାଟକ ପୋଲିସ  ରିମାଣ୍ଡ ରେ ନି ସେଠାକାର ୨୦ କୋଟି  ଗହଣା ଡକାୟତି ମାମଲାରେ ରିମାଣ୍ଡ  ହେଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking