34.1 C
Bhubaneswar
Friday, April 24, 2026
Homeଦେଶ ବିଦେଶଆପ ଛାଡି ବିଜେପିରେ ମିଶିଲେ ରାଘବ ଚଢା

ଆପ ଛାଡି ବିଜେପିରେ ମିଶିଲେ ରାଘବ ଚଢା

ନୂଆଦିଲ୍ଲୀ: ଆପକୁ ଶକ୍ତ ଝଟକା । ପଞ୍ଜାବର ୩ ସାସଂଦ ଆମ ଆଦମୀ ପାର୍ଟି ଛାଡିଛନ୍ତି । ଆପ ଛାଡିଲେ ରାଘବ ଚଢା । ଆପରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ସାଂସଦ ରାଘବ ଚଢା । ସନ୍ଦୀପ ପାଠକ, ଅଶୋକ ମିତ୍ତଲ ମଧ୍ୟ ଆପ ଛାଡି ବିଜେପିରେ ମିଶିଛନ୍ତି । ରାଘବ ଚଢା ଯିଏ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ମତ ରଖୁଥିଲେ । ସାଧାରଣ ଲୋକଙ୍କ ପ୍ରଶ୍ନ ଗୃହରେ ଉଠାଉଥିଲେ । ସମାଧାନ ପାଇଁ ସରକାରଙ୍କ ସହ ଲଢୁଥିଲେ । ଏପରି ବେଶ ଲୋକପ୍ରିୟତା ସାଉଁଟୁ ଥିଲେ ରାଘବ । ପୂର୍ବରୁ ରାଘବଙ୍କୁ ଆପ ଡେପୁଟି ପଦରୁ ବହିଷ୍କାର କରିଦେଇଥିଲା । ସେବେ ଚର୍ଚ୍ଚା ହେଉଥିଲା ସେ ବିଜେପିରେ ଯୋଗ ଦେଇପାରନ୍ତି । ତାହା ଆଜି ସତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking