37.4 C
Bhubaneswar
Saturday, April 18, 2026
Homeଓଡିଶାସମ୍ବଲପୁରରେ ୨୦ରୁ ୨୨ ସ୍କୁଲ ଛୁଟି

ସମ୍ବଲପୁରରେ ୨୦ରୁ ୨୨ ସ୍କୁଲ ଛୁଟି

ସମ୍ବଲପୁର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ୨୦ରୁ ୨୨ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏହା ପୂର୍ବରୁ ନୂଆପଡା ଜିଲ୍ଲାରେ ଆସନ୍ତା ୨୦ରୁ ୨୨ ଯାଏଁ ସବୁ ସ୍କୁଲ ଛୁଟି । ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ପ୍ରାଥମିକ ବିଦ୍ୟାଳୟ ଛାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ଆଦି ସ୍କୁଲ ବନ୍ଦ ରହିବ । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ସକାଳ ୭ଟାରୁ ୯ଟା ଭିତରେ ହେବ । ସେହିପରି ଗ୍ରୀଷ୍ମ ପ୍ରବାହକୁ ନେଇ ବୌଦ୍ଧ , ନବରଙ୍ଗପୁର, କଳାହାଣ୍ଡି, ସୁବର୍ଣ୍ଣପୁରରେ ମଧ୍ୟ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ବୈଷୟିକ କଲେଜ ସବୁ ବନ୍ଦ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking